ଚେତୁ ନାହାନ୍ତି ଶପିଂ ମଲ ଓ ତାରକା ହୋଟେଲ

ଭୁବନେଶ୍ୱର : କିଛି ଦିନ ତଳେ ରାଜଧାନୀର ଜୟଦେବ ବିହାର ନିକଟରେ ଥିବା ଏକ ସ୍ପୋଟର୍ସ ସୋରୁମ୍‌, ଏହାର କିଛି ଦିନ ପରେ ଜନପଥ ରୋଡ୍‌ରେ ଥିବା ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଯାହାକି ଦେଖଣାହାରୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା। ରାଜଧାନୀରେ ଏଭଳି ଅଗ୍ନିକାଣ୍ଡ ନ ଘଟିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ସର୍ତକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାରକା ହୋଟେଲଠାରୁ ଆରମ୍ଭ କରି … Continue reading ଚେତୁ ନାହାନ୍ତି ଶପିଂ ମଲ ଓ ତାରକା ହୋଟେଲ